ଚିତ୍ତରଞ୍ଜନ ଜେନା - କଥାଚିତ୍ର ଗୀତ ତାଲିକା (୧୯୭୩ - ୧୯୭୮)
ବର୍ଷ | କଥାଚିତ୍ର | ଗୀତ | ସହଗାୟକ/ଗାୟିକା | ସଙ୍ଗୀତ ନିର୍ଦ୍ଦେଶକ | ଗୀତିକାର |
୧୯୭୩ | ଧରିତ୍ରୀ | ପୀରତି ତୋର ଦୂରୁ ଜୁହାର | ଶିପ୍ରା ବୋଷ | ଉପେନ୍ଦ୍ର କୁମାର | ବୃନ୍ଦାବନ ଜେନା |
୧୯୭୪ | ମନ ଆକାଶ | ଏ ବନ ଝରଣା | ମହମ୍ମଦ ସିକନ୍ଦର ଆଲାମ, ପୁଣ୍ଯପ୍ରଭା ବହିଦାର, ଓ ସାଥି | ଉପେନ୍ଦ୍ର କୁମାର | ଶିବବ୍ରତ ଦାସ |
୧୯୭୪ | ମନ ଆକାଶ | ମୋର କନିଆଁ ସୁନା ପାନିଆଁ | ଏସ୍. ଜାନକୀ | ଉପେନ୍ଦ୍ର କୁମାର | ଶିବବ୍ରତ ଦାସ |
୧୯୭୫ | ମମତା | ଦେଖି ସେ ବଣମଲ୍ଲୀ | ପି. ସୁଶୀଳା | ପ୍ରଫୁଲ୍ଲ କର | ଶିବବ୍ରତ ଦାସ |
୧୯୭୫ | ମମତା | ହେ ମୋର ବାବୁ | ମହମ୍ମଦ ସିକନ୍ଦର ଆଲାମ ଓ ପି. ସୁଶୀଳା | ପ୍ରଫୁଲ୍ଲ କର | ଶିବବ୍ରତ ଦାସ |
୧୯୭୬ | ବତିଘର | ହାୟରେ ମୋତେ କାଳିଆ ନାଗ | ଶିପ୍ରା ବୋଷ | ପ୍ରଫୁଲ୍ଲ କର | ଶିବବ୍ରତ ଦାସ |
୧୯୭୬ | କୃଷ୍ଣ ସୁଦାମା | କହରେ କିଏ ସେ | ପ୍ରଫୁଲ୍ଲ କର | ଶିବବ୍ରତ ଦାସ | |
୧୯୭୬ | କୃଷ୍ଣ ସୁଦାମା | ଧାର ଧାର ହୋଇ ଆଖିରୁ | ପ୍ରଣବ କିଶୋର ପଟ୍ଟନାୟକ ଓ ମହମ୍ମଦ ସିକନ୍ଦର ଆଲାମ | ପ୍ରଫୁଲ୍ଲ କର | କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ |
୧୯୭୬ | ସିନ୍ଦୂର ବିନ୍ଦୁ | ତୁମ ଶାଢ଼ୀର ରଙ୍ଗ | ପ୍ରଫୁଲ୍ଲ କର, ବାଣୀ ଜୟରାମ, ଓ ସୁଧା ରାମା | ପ୍ରଫୁଲ୍ଲ କର | ଶିବବ୍ରତ ଦାସ |
୧୯୭୬ | ସିନ୍ଦୂର ବିନ୍ଦୁ | ମୋ ପ୍ରିୟା ଠାରୁ କିଏ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର | |
୧୯୭୬ | ଶେଷ ଶ୍ରାବଣ | ହାୟରେ ହାୟ ଗରଜେ | ବାଣୀ ଜୟରାମ | ପ୍ରଫୁଲ୍ଲ କର | ଶିବବ୍ରତ ଦାସ |
୧୯୭୬ | ଶେଷ ଶ୍ରାବଣ | ମାଣିକ ଆଲୋ ଆଲୋ ମାଣିକ | ମହମ୍ମଦ ହବିବ୍ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର |
୧୯୭୭ | ବନ୍ଧୁ ମହାନ୍ତି | କାହିଁ ଗଲେ ଶ୍ଯାମଘନ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର | |
୧୯୭୭ | ବନ୍ଧୁ ମହାନ୍ତି | ନ ଯା ସଜନୀ | ବାଣୀ ଜୟରାମ | ପ୍ରଫୁଲ୍ଲ କର | ଗୋକୁଳାନନ୍ଦ ପରିଡ଼ା |
୧୯୭୮ | ଚିଲିକା ତୀରେ | ପିମ୍ପୁଡ଼ି ବାପୁଡ଼ା | ଇନ୍ଦ୍ରାଣୀ ମିଶ୍ର | ଶାନ୍ତନୁ ମହାପାତ୍ର | ଶିବବ୍ରତ ଦାସ |
୧୯୭୮ | ସମର୍ପଣ | ଏ ଗ୍ରାମର ଚଷାଭାଇ | ପ୍ରଣବ ପଟ୍ଟନାୟକ | ଉପେନ୍ଦ୍ର କୁମାର | ଯୁଗଳ କିଶୋର ଯୋଶୀ |
୧୯୭୮ | ସମର୍ପଣ | ସମୀର ସୁରେ ଗାଇ | ଏଚ୍. ପି. ଗୀତା | ଉପେନ୍ଦ୍ର କୁମାର | ଯୁଗଳ କିଶୋର ଯୋଶୀ |
୧୯୭୮ | ସାକ୍ଷୀ ଗୋପୀନାଥ | ତୁମେ ମୋ ରାଧା | ଅନୁରାଧା | ବାସୁଦେବ ରଥ | ଗଣେଶ ମହାପାତ୍ର |
୧୯୭୮ | ସତୀ ଅନସୂୟା | ଜୟ ଜୟ ଦେବ ହରେ | ପ୍ରଫୁଲ୍ଲ କର | ଲୋକନାଥ ପଟ୍ଟନାୟକ | |
୧୯୭୮ | ଜନ୍ମଦାତା | ସତ୍ଯଭାମାଙ୍କର ଗର୍ବ | ବାଳକୃଷ୍ଣ ଦାଶ, ଏସ୍. ଜାନକୀ, ଓ ଏଚ୍. ପି. ଗୀତା | ଉପେନ୍ଦ୍ର କୁମାର | ଯୁଗଳ କିଶୋର ଯୋଶୀ |
୧୯୭୮ | ଜନ୍ମଦାତା | ପ୍ରେମ ପାରିଜାତ ଫୁଲ | ଏଚ୍. ପି. ଗୀତା | ଉପେନ୍ଦ୍ର କୁମାର | ବୃନ୍ଦାବନ ଜେନା |
୧୯୭୯ | ବିଲ୍ବମଙ୍ଗଳ | କହଇ ମନ ଆରେ | ପ୍ରଫୁଲ୍ଲ କର | ||
୧୯୮୫ | ପୁଜା ଫୁଲ | ରୂପ ହୋଇଥିବ ଲାବଣ୍ଯବତୀ | |||
୧୯୭୯ | ଅପରିଚିତା | ମୁନା ବାବୁ ରାଜା | ମହମ୍ମଦ ମୁସୀର | ||
୧୯୭୯ | ରାମାୟଣ | ହା ରାମ ହା ରାମ | ପ୍ରଫୁଲ୍ଲ କର | ||
୧୯୮୦ | ସୀତା ଲବକୁଶ | ହାଏରେ ବିଧାତା | ପ୍ରଫୁଲ୍ଲ କର | ||
No comments:
Post a Comment